Poll body censures Telangana Minister over 'tapping heroines' phones' remark on KTR

ତେଲେଙ୍ଗାନା ଭାରତର ଏକ ପ୍ରଶାସନିକ ରାଜ୍ୟ । ଆନ୍ଧ୍ର ପ୍ରଦେଶର ବିଭାଜନ ହୋଇ ୨୦୧୪ ଜୁନ ୨ ତାରିଖରେ ଭାରତର ୨୯ ତମ ରାଜ୍ୟର ମାନ୍ୟତା ପାଇଛି ତେଲେଙ୍ଗାନା । ଆଇଟି ସଫ୍ଟୱେର୍ କମ୍ପାନୀ, ଶିଳ୍ପ ଏବଂ ସେବା କ୍ଷେତ୍ର ପାଇଁ ତେଲେଙ୍ଗାନା ରାଜ୍ୟ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି।
  • Country: ଭାରତ
  • Region: ଦକ୍ଷିଣ ଭାରତ
  • Established: 2 ଜୁନ 2014
  • Capital & Largest city: ହାଇଦ୍ରାବାଦ
  • ଜିଲ୍ଲା: 10
  • Time zone: UTC+05:30 (IST)
  • ISO 3166 code: IN-xx (not assigned)
ଠାରୁ ଡାଟା: or.wikipedia.org